ସପ୍ତମ କାଣ୍ଡ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୨
- ସ୍ଥିତି
- ସାର୍ବଜନୀନ (Public domain)
ସେଦିନ ହେଲାଣି ଏବେ ବରଷ କେତେଗଲାଣି କେତେ ବା କାହିଁ ଏ କାଳସ୍ରୋତେ ।ଲିଭିଆସେ ସ୍ମୃତିପଟୁ କଲେଜ ଗଳିକାପ୍ଷ୍ଟେନ୍ସିଗାରେଟ ଧୂଆଁଟା ପାରି ।ବଧୂ ହୋଇ ଛାଡ଼ିଲା ସେ କଟକ ଜିଲାଶୁଣିଲି ତାହାର ଏବେ ଗୋଟିଏ ପିଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର