ଷଷ୍ଠ କାଣ୍ଡ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୨
- ସ୍ଥିତି
- ସାର୍ବଜନୀନ (Public domain)
ଭରିଲା ପକେଟ ଦିନେ ଶୂନ୍ୟତାରେକୁଞ୍ଚିତ ହେଲା ଭାଲ ଚିନ୍ତାଗାରେ ।ବଜାର ସଉଦା ହେଲା ବେଜାଏ ବାକିଗାଆଁରୁ ଆସିଲା ଚିଠି ଛ’ଥର ଡାକି ।ଅଦ୍ଭୁତ ପଢ଼ିଲି କି ପ୍ରଣୟ ପାଠ ?ମଣିଲି ନିଜକୁ ଖାଲି ଶୁଖିଲା କାଠ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର