ନଗରୀ-ନାରୀ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୭
- ସ୍ଥିତି
- ସାର୍ବଜନୀନ (Public domain)
ଦୁଇଟି ଚପଳ ଆଖ ତହିଁ ଚଷମା ଏକ,ଗୋଟିଏ ଅଧର ଜବା ତଳେ ମୁକୁଳା ବେକ,ଦୁଇଟି ଚରଣ ଖାଲି ବହେ ରଙ୍ଗିନୀ ଚଟି,ଖଣ୍ଡିଏ ମୁକୁର ସମ ଛୋଟ ଝରଣା ଶାଟୀ,ଦୁଇଟି ମୃଣାଳ ବାହୁ ଅଧା ବସନହୀନଏକଇ ରେଶମୀ ବେଣୀ ହରେ ବାଟୋଇ ମନ,ଏ ସବୁ ମିଶିଲେ ହେବ ଏକ ନଭଗରୀ ନାରୀପୀରତି-ଅକୂଳ-ସିନ୍ଧୁ ହେବ ସହଜେ ପରି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର