ଏକତା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨
- ସ୍ଥିତି
- ସାର୍ବଜନୀନ (Public domain)
ଧନ୍ୟ ଗୋ ଏକତା ମହିମା ତୋରବର୍ଣ୍ଣିତା ପାରେ କି ଲେଖନୀ ମୋରନର ଯେବେ ତୋତେ ପାଇ ନ ଥାନ୍ତା,ଆଜି ତା ଅବସ୍ଥା କି ହୋଇଥାନ୍ତା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ