ଆ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୧
- ସ୍ଥିତି
- ସାର୍ବଜନୀନ (Public domain)
ଆତ୍ମବୁଦ୍ଧି ଶୁଭକରୀ ।ଆକାଶ କୁସୁମ ।ଆତ୍ମବତ୍ ମନ୍ୟତେ ଜଗତ୍ ।ଆତୁରେ ନିୟମୋ ନାସ୍ତି ।ଆଗେ ଦୁଃଖ ପଛେ ସୁଖ ।ଆଗେ ଗଲେ ବାଘ ଖାଏ, ପଛେ ଗଲେ ସୁନା ପାଏ ।ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ ।ଆପ୍ ଭଲା ତୋ ଜଗତ୍ ଭଲା ।ଆପ୍ ରୁଚି ଖାନା ପର ରୁଚି ପହର୍ନା ।ଆପଣା ଗାଁରେ କୁକୁର ରଜା ।ଆପଣାର ନାକ କାଟି ପରର ଯାତ୍ରା ଭଙ୍ଗ ।ଆତ୍ମବୁଦ୍ଧି ହିତକରୀ ।ଆତ୍ମାର୍ଥେ ପୃଥିବୀଂ ତ୍ୟଜେତ୍ ।ଆଶା ବୈତରଣୀ ନଦୀ ।ଆପଣା ବୁଦ୍ଧିରେ ଯୋଗୀ ହେବ ପଛକେ ପର ବୁଦ୍ଧିରେ ରଜା ହେବ ନାହିଁ ।ଆଗେ ତେନ୍ତୁଳୀ ପଛେ ଢାଳ, ଘର ଗୋସେଇଁର ପୁରେ କାଳ ।ଆଖି ନ ଫିଟୁଣ ମହାଭାରତ ।ଆଖି ବୁଜିଲେ ଦିନ ଦିପହର ।ଆଘ୍ରାଣଂ ଚାର୍ଦ୍ଧଭୋଜନଂ ।ଆଟିକା ଚୁହାଁର ମାଇପ ମରେ ।ଆଗେ ଉଦର ପଛେ ସୋଦର ।ଆରେ ରେ, ଯେତେବେଳେ ଯେ ।ଆପଣା ମନରାଜି, କିସ କରିବ କାଜୀ ।ଆପେ ବଣିଜ, ପୁତେ ଚାପ ।ଆତଙ୍କ କାଳରେ ଯାଚନ୍ତି କୁକୁଡ଼ା, କାମ ସରିଲେ ଦିଅନ୍ତି ଲେଫଡ଼ା ।ଆରେ ସଖି, ଆପଣା ମହତ ଆପେ ରଖି ।ଆତ୍ମ କୁଶଳେ ସର୍ବ ସିଦ୍ଧି ।ଆଖି ବଡ଼, ପେଟ ସାନ ।ଆପ କାର୍ଯ୍ୟଂ ତାତପର୍ଯ୍ୟଂ ପର କାର୍ଯ୍ୟଂ ଖବା ଡବା ।ଆପୁଆ ଚୋର, ଗଞ୍ଜେୟା ଭୋଳ, ଧୂଆଁପତ୍ରିଆ ଘରେ ନିତି ଗୋଳ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର