ଉ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୮
- ସ୍ଥିତି
- ସାର୍ବଜନୀନ (Public domain)
ଉଜିଗାଁରେ କୁଜୀ, ଯେଉଁ ଗାଁଆରେ ଦିଁଅ ନ ଥାଏ ଶିଳୁପାଟାଏ ପୂଜି ।ଓଧ ସଙ୍ଗରେ ବଣଭୂଆ ବାଇ ।ଓଧ ଖାଇଲା ପାଚଲା କଦଳୀ, ଘୁଷୁରି ଖାଇଲା ପାନ,ଭୂଆ ବିରାଡ଼ି ବୈଷ୍ଣବ ହୋଇ ସଭାରେ କହୁଚି ଜ୍ଞାନ ।ଉଇ, ଓଡ଼ଶ, ବଙ୍ଗାଳୀ, ମୂଷା, ମୁହଁ ଟାଣ ସବୁ ଫସରଫସା ।ଉଠାମାଛ ମୁହଁରେ ବାଡ଼ି ।ଉଠିଲ ଗଛ ପତ୍ରରୁ ଜାଣି ।