ୠ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫
- ସ୍ଥିତି
- ସାର୍ବଜନୀନ (Public domain)
ଋଣିଆକୁ ଋଣ ଯେତେ, କହୁଣିଆକୁ କହୁଣି ତେତେ ।ୠଣଶେଷ, ବ୍ୟାଧିଶେଷ, ଶତ୍ରୁଶେଷ, ଏହାକୁ ନ ରଖିବ ଲେଶ ।
୧୮୪୮–୧୯୧୮
ଋଣିଆକୁ ଋଣ ଯେତେ, କହୁଣିଆକୁ କହୁଣି ତେତେ ।ୠଣଶେଷ, ବ୍ୟାଧିଶେଷ, ଶତ୍ରୁଶେଷ, ଏହାକୁ ନ ରଖିବ ଲେଶ ।
ଗୋବିନ୍ଦ ରଥ
ଗୋବିନ୍ଦ ରଥ