ଉ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୮
- ସ୍ଥିତି
- ସାର୍ବଜନୀନ (Public domain)
ଉଧାର ମାଣକ ପାଞ୍ଚ ଥା ସୁଝ ।ଉଡ଼ନ୍ତା ଖଇ ଗୋବିନ୍ଦାୟ ସ୍ୱାହା ।ଉଞ୍ଚେଇଥିବ ମାରିବ ନାହିଁ ।ଉଆଁସ ଜହ୍ନ ।ଉଠି ନ ପାରେ ମାରେଗା ।ଉଠିଲା କାଛଇ ମୁଣ୍ଡରେ ବାଡ଼ି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର