ଏ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୩
- ସ୍ଥିତି
- ସାର୍ବଜନୀନ (Public domain)
ଏକା ମାଘକେ ଶୀତ ଯାଏ ନାହିଁ ।ଏଣ୍ଡୁଅ ଧାଉତି ଶିଝୁବାଡ଼ଯାଏ ।ଏ ବର୍ଷର ମଳୁ ଆର ବର୍ଷକୁ ବଇଦ ।ଏ ବରଷ ମାଗଣ ଆଣ ବରଷକୁ କର ।ଏକା ବିଦ୍ୟା ସୁରକ୍ଷିତା ।ଏକା ହାତକେ ତାଳି ବାଜେ ନାହିଁ ।ଓଓଳିଆରୁ ଗଜା ।ଓଧ ସଙ୍ଗରେ ବଣଭୁଆ ବାଇ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର