ର
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୫
- ସ୍ଥିତି
- ସାର୍ବଜନୀନ (Public domain)
ରୋପିଲା ଗଛକୁ କୁଣ୍ଢ ନ ପାଏ ।ରାହୁଘଡ଼ିକ ରହୁ, ଶନି ଘଡ଼ିକ ଶନି ।ରଙ୍କ ପାଇତି ଝରି ପାଣି ପିଇ ପିଇ ମରି ।ରାଣ୍ଡର କିଆଁ ଆଇଁଷରେ ଚିନ୍ତା ।ରାନ୍ଧୁଣୀସଙ୍ଗେ ଭାବ ଥିଲେ ଆଗେ ଖାଇଲେ ଯେ ପଛେ ଖାଇଲେ ସେ ।ରଙ୍କ ତିନି ଜନମ କଥା ଜାଣେ ।ରଙ୍କଘରେ ରାଜକୁଣିଆ ।ରଜାପୁଅକୁ ଖଜା ଅପୂର୍ବ ।ରଜାଘର ମଶା ହାତୀ ଗିଳେ ।ରଖେ ରାମ ମାରେ କୋନ୍, ମାରେ ରାମ ରାଖେ କୋନ୍ ।ରାଜାର ପରଜା ନୁହେ କି ସାଉର ଖାତକ ନୁହେ ।ରଜାର ଘୋଡ଼ା ଚଷାର ହଡ଼ା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର