ପାସୋରି ନାହିଁ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୫
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଣୟ-ବେଦିରେ ସେଦିନ ପୂଜିଲି ଯାହାକୁ ନେଇ ।ହୁଏତ ତା ନାଆଁ ଚାମେଲୀ, ସନ୍ଧ୍ୟାମଧୁ-ହାସମୟୀ, ଚିର ଅନିନ୍ଦ୍ୟା,ହଷ୍ଟେଲ ତଳ ସବୁଜ ଘାସର ପରଶ ପାଇକେତେ ଅପେକ୍ଷା ତାହାରି ପାଇଁ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ