ଚାକିରି କରି
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୭
- ସ୍ଥିତି
- ସାର୍ବଜନୀନ (Public domain)
କିମିତି ଲେଖିବି କରିନାହିଁ ପର ପୀରତି ଚୋରି ?ଦିନେ ଗାଇ ମନେ ଗୀତି-କବିତାରେଫେରି ଚାହୁଁଥିଲା କଲେଜ ହତାରେ,ପଢ଼ାସାରି ଯେବେ ଫେରୁଥିଲି ତାର ଫଟୋଟି ଧରି,କି ଭଳି ଲେଖିବି ବାରଣ କରି ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର