କବିତା (୧୨)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୯
- ସ୍ଥିତି
- ସାର୍ବଜନୀନ (Public domain)
ପଥମଝିରେ କୃଷ୍ଣ ଦେଖା ଆଉ ନ ଯିବି ବୃନ୍ଦାବନେଏବେ ମନମୋହନ ଶ୍ୟାମଘନ ରାଜେ ହୃଦ-ପଦ୍ମାସନେ ।ପଥଧୂଳି ହେବି ବୋଳିମଥାରେ ମୁଁ ନେବି ତୋଳି,ଲୋଟିବି ଶ୍ରୀକୃଷ୍ଣ ବୋଲି ଧୂଳିଶେଯେ ଅଯତନେ ।କାନ୍ଦେ ବହି ନାମଝୁଲିପଥେ ପଥେ ବୁଲି ବୁଲି,କୃଷ୍ଣ ନାମ ସୁଧାପାନେ ମତାଇବି ସର୍ବଜନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର