କ ।ମନ ।ନିଧି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୬
- ସ୍ଥିତି
- ସାର୍ବଜନୀନ (Public domain)
ହେ ଦେବ କାମନାନିଧି,ତୁମ୍ଭେ କର କାର୍ଯ୍ୟ ସିଦ୍ଧି ।ଏଯୋଗୁଁ ତୁମ୍ଭର ପାଶ,ଲୋକେ କରିଥାନ୍ତି ଆଶ ହେ ।୧।ଚାରିପାଶେ ଖ୍ରୀଷ୍ଟିଆନ,ମଧ୍ୟେ ଅଛି ବ୍ୟବଧାନ ।ତୁମ୍ଭର ନିଗୂଢ଼ ସ୍ଥାନ,ଉପୁଜାଏ ଭକ୍ତିଜ୍ଞାନ ହେ ।୨।ମୁଁ ଅଛି ଘୋର ସଂକଟେ,ମୋ କାର୍ଯ୍ୟ ସାଧ ଛଟକେ ।ନୋହିଲେ ହେବି ଅନାଥ,ନିନ୍ଦା ନେବ କାଶୀନାଥ ହେ ।୩।