ଦ୍ୱିତୀୟ କାଣ୍ଡ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୩
- ସ୍ଥିତି
- ସାର୍ବଜନୀନ (Public domain)
ସେ ଦିନ ଧରଣୀପରେ ମୁଗ୍ଧା ରାତି -ସିନେମା ଫାଟକେ ଗଲା ଚମକି ଛାତି !ତା ଆଡ଼ଚାହାଣି ତଳେ ଲାଖିଲା ମନକଣ୍ଟକମୟ ହେଲା ବସିବା ଥାନ ।ଦର୍ଶନ ହେଲା ସିନା, ଆଳାପ ନାହିଁସୁପ୍ତି ଓ ଜାଗରଣ ତାହାରି ପାଇଁ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର