ଦେହର ଲୀଳା
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: ସଂଘର୍ଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୯
- ସ୍ଥିତି
- ସାର୍ବଜନୀନ (Public domain)
ଏ’ ଦେହର ଲୀଳା ପାଇଁ ସୃଷ୍ଟି ମୋରମୁହିଁ ତା’ର ଦାୟୀ,ପ୍ରବୃତ୍ତି ପ୍ରଣୟ ଲାଗି ଲୋଡ଼ା ଯା’ରମୁହିଁ ତା’ ପ୍ରଣୟୀ !ଦେହର ସ୍ତାବକ ମୁହିଁଗାଏ ଉଚ୍ଚେ ତାହାରି ବନ୍ଦନା,ଏ ଦେହର ଦାବୀ ସ୍ତୋତ୍ରଘୋଷିବାକୁ ସ୍ପଷ୍ଟ ଏ ରଚନା !!ଏ ଦେହର କବି ମୁହିଁ,ପୁଣି ଏହି ଆତ୍ମାର ଚାରଣ,ଇନ୍ଦ୍ରିୟ ପୂଜକ ମୁହିଁତାହାଲାଗି ମୋହରି ଜୀବନ !!
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର