ଭ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୮
- ସ୍ଥିତି
- ସାର୍ବଜନୀନ (Public domain)
ଭଡ଼ଙ୍ଗ ଦେଖିଲେ ଅଢ଼ଙ୍ଗ ଦିଅନ୍ତି ।ଭାତ ଫିଙ୍ଗିଲେ ଢେର୍ କୁଆ ।ଭାତ ଖାଇ ଚାଉଳ ହଗୁଚି ।ଭାରିଯା ଉପ୍ରୋଧରେ ଶଳାକୁ ଦଣ୍ଡବତ ।ଭାତ ନାହିଁ ଯାର, ଜାତି ନାହିଁ ତାର ।ଭିନେ ହେଲା ଭାଇ ପଡ଼ିଶା ପଣକୁ ଯୋଗ୍ୟ ନୁହେ ।ଭଣ୍ଡତପସ୍ୱୀ ।ଭାତହାଣ୍ଡିରୁ ପୋଟାଏ ଚିପିଲେ ଜଣା ପଡ଼େ ।ଭୋତ୍ୟ ବିକଳରେ ଗେଙ୍ଗୁଟି ଗିଳିବା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର