ଅଷ୍ଟଶମ୍ଭୁ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୯
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଆହେ ଅଷ୍ଟଶମ୍ଭୁବଜାଇବି ଉଚ୍ଚେ କମ୍ବୁ ।ହଜାଇବି ମୋର ରୋଗ,ମଜାଇବି କରି ଭୋଗ ହେ ।୧।ପଦ୍ମହ୍ରଦର ଉତ୍ତରେ,ରହିଚ ବଡ ଗୁପ୍ତରେ ।ଘାସିପୁଟ ଗ୍ରାମ ନାମ,ତାହାର ନିକଟେ ଧାମ ହେ ।୨।