ଉପର ଗୀତର ଓଡ଼ିଆ ଅର୍ଥ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୨୨
- ସ୍ଥିତି
- ସାର୍ବଜନୀନ (Public domain)
ହେ ନିଲସ-ଧାଙ୍ଗିଡ଼ିକୁ ଶ୍ରଦ୍ଧାରେ ଡାକିବା ନାମ୧। ତୁମ୍ଭ ମୁହଁ ରଙ୍ଗ ମାତ୍ର ଦେଖିବା ସାର ହେଲା ।୨। ଜୁଳୁଜୁଳିଆ ପୋକ ପରି ତୁମ୍ଭେ ହେଲ ।୩। ଖଟା ଲେମ୍ବୁ ପରି ତୁମ୍ଭେ ହେଲ ।୪। ପିତା କଲରା ପରି ତୁମ୍ଭେ ହେଲ ।୫। ଖାଲି ଲଜା ଭର୍ତ୍ତି ।୬। ଏ ଯୌବନ ଦିନରେ ଏହିପରି ହେଲ ।୭। ହାଟକୁ ଯାଇଥିବା ପସରା ପରି ବା ପିଲା ପରି ଚଞ୍ଚଳ ।୮। ବାଟରେ ବିକିଲା ଦ୍ରବ୍ୟ ପରି ।୯। ପତ୍ରରେ ନ ଲାଗିଲା ପରି ।୧୦। ଡାଳରେ ନ ଲାଗିଲା ପରି ।କନ୍ଧ ଧାଙ୍ଗଡ଼ା ଧାଙ୍ଗଡ଼ିର ବିବାହ ଗୀତ(ବିଷମ କଟକ ଅଞ୍ଚଳରେ)୧। ଜିରିକିଲି ସାରି ଯୋଡ଼ି ପିୟକିଲ (ଡମ୍ବରୁ ଏ) ଘୋଷା ।୨। ବାତିକିଲି ସାରି ବାତିକିଲି ଯୋଡ଼ିଏ ପିୟକିଲି (ଡମ୍ବରୁ ଏ)୩। ଯେ କିଲା ସାରି ବଡ଼ାରେ ଯେ କିଲ ଯଡ଼ି ବାଡ଼ାରେ (ଯଡ଼ଯଡ଼ ଲମ୍ବାର)୪। ବାତିକିଲି ସାରି ବାଡ଼ାରେ ବାତକିଲି ଯଡ଼ି ବାଡ଼ାରେ୫। ଯାରୁ ଗଡ଼େ ସାରି ବାଡ଼ାରେ, ଗିରିବେଲ ବାତିକିଲି ସାରି କିନା ସାରିରେ ()୬। ସାରି ବେଲ ସାରିରେ, ଯଡ଼ି ଦେଲ ଯଡ଼ିରେ (ହିଙ୍ଗା ଗୁଣ୍ଡା ଡମ୍ବୁର ଏ)(ଧାଙ୍ଗଡ଼ା ଧାଙ୍ଗିଡ଼ୀ ଧୂଆଁ ବାଡ଼ିରେ ଗାଇବା ଗୀତ)୧। ସିଜାଡ଼ି ଜଡ଼ରେଲ ପିୟଟି ସିବାରଲା ବାଡ଼ା ରେଲ ପିୟଟି୨। ରାଜି ରାଜି ସିନ୍ଦୁଲି, ପ୍ରାଡ଼ିମାରା କାଙ୍ଗଲିକ୍ଶାଦି ଗାଜଲି ତାଲି ଦୁର୍ଗ ମୁଟାରିଆନେ୩। ତିପିତାପତିପିଲି ଗଛ ବିରି ସାଇଲ ପାଣି କିରାନ୍ଧଧାଙ୍ଗଡ଼ାଧାଙ୍ଗିଡ଼ିର ପିକା ଦେବା ଗୀତ୧। ଜେକେ ରାଜା ଜେକେ ଜେଇକେ ପେନୁ ଜେଇକେଲ୨। ଆଡ଼ୁବେଳ ଆଡ଼ୁରେ ବେଳି ବେନି ବେନ୍ଦିଲେ (ପ୍ରିୟକିଲ ଡମ୍ବୁର ହେ)୩। ଓସରେଲ ଦେଲ ସାରିରେ ବାପରେ ଦେଲ ସାରିଲ (ପ୍ରିୟକିଲ ଘୋଷା)୪। ବାତକିଲ ସାରିରେ ବାତକିଲ ଜଡ଼ିରେ (ୟିୟକିଲ ଡମ୍ବୁର ହେ)୫। ଟଜିଲି ମିଲି ଗଡ଼ାତା ବାଲ୍ୟାମିଲାକ ଗାନେ (ପ୍ରିୟକିଲ)
ଏହି ଗୀତଗୁଡ଼ିକର ଅର୍ଥ ସେ କନ୍ଧମାନେ ମଧ୍ୟ ବୁଝାଇ ପାରନ୍ତି ନାହିଁ । କେବଳ ଯେଉଁ ଗୀତ ଯେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । ଗୀତ ଗାଇ ତାହା କାର୍ଯ୍ୟରେ କରି ନିଅନ୍ତି ।
ସଂଗ୍ରାହକ - ଶ୍ରୀ ଚନ୍ଦ୍ରଶେଖର ଚୌଧୁରୀକୋଠିଆ କନ୍ଧମାନଙ୍କର ବିବାହ ଗୀତଜେମୁ ନାଙ୍ଗା ସାରିତି,ଜେମୁ ନାଙ୍ଗା ଯୋଡ଼ିତିଢୋକି ଢୋକି ଇଟିନାପାଡ଼ି ପାଡ଼ି ଇଟନାସାରିକିନା ବେଏଁ ନା,ଯୋଡ଼ିନିନା ବେଏଁନାଆଓ୍ୱାଡ଼େସି ଇଟାସୁତୁମ୍ଭେ ସିଇ ଇଟୀସୁଦନ ଦନ ଇଟନାମାନେ ମାନେ ଇଟିଆ
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର