ତିଆସି କଳା
ଯଦୁମଣି ମହାପାତ୍ର
୧୭୮୧–୧୮୬୬
- ସଂକଳନ: ତିଆସି କଳା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୦
- ସ୍ଥିତି
- ସାର୍ବଜନୀନ (Public domain)
ରଥୀ ଭାସ୍କରଙ୍କ ଗୃହ ଦଶପଲ୍ଲା କୁଞ୍ଜବନ ଗଡ଼ରେ ପ୍ରସିଦ୍ଧ ରହିଥିଲା । ଉତ୍ତର ଦକ୍ଷିଣ ହୋଇ ଗଡ଼ଟିର ଅବସ୍ଥିତି । ଉତ୍ତର ମୁଣ୍ଡକୁ ରଜାଘର । ରଜାଘର ନିକଟରେ ଜଗନ୍ନାଥ ମନ୍ଦିର । କିଛି ଦୂରରେ ପଶ୍ଚିମ ସାହି ପାଖେ ରଘୁନାଥ ମନ୍ଦିର । ମଝି ଛକ ପାଖାପାଖି ଚିତ୍ରକାର ରଘୁନାଥ ସୂତ୍ରରାୟଙ୍କ ଘର ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ