ତ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୫
- ସ୍ଥିତି
- ସାର୍ବଜନୀନ (Public domain)
ତେଲିଆ ମୁଣ୍ଡରେ ତେଲ ।ତୁଣ୍ଡବାଦ୍ୟ ସହସ୍ରେ କୋଶ ।ତନ୍ତିସାଇରେ ବିଲୁଆ ମହାବଳ ।ତନ୍ତିସାଇରେ କଟାସ ମହାବଳ ।ତାଳପତ୍ରର ସିପାହୀ ।ତୁଳସୀବଣିଆ ବାଘ ।ତୋ ମନୁ ତତେ ଫଳୁ ।ତତଲା ପାଣିରେ ଘର ପୋଡ଼େ ନାହିଁ ।ତନ୍ତିକୁଳ ଗଲା ବୈଷ୍ଣବକୁଳ ଗଲା ।ତେଲଘଡ଼ିକି ଆଶ, ପୁଅମୁଣ୍ଡକୁ ଆଶ ।ତୁଣ୍ଡ ନରେନ୍ଦ୍ର ପିଠି ଅରଖିତ ।ତିନି ଶେଣାରେ ପାଣି ଉଠିବା ।ତୀର୍ଥକାକ ଡିହବିଲୁଆ ।ତେଲ, ତମାଖୁ, ମଇଦା, ଯେତେ ରଗଡ଼ିବ ତେତେ ଫାଇଦା ।ତେଜଘରର ପେଜ ପିଇ, ମାଇଗୁଲିଆର ଭାତ ନ ଖାଇ ହୁଏ ।ତନ୍ତି କୁହୁଡ଼ିରେ ପହରିବା ନ୍ୟାୟ ।ତୁଳସୀ ଦିପତରରୁ ବାସେ, ବିଛୁଆତି ଦିପତରରୁ କୁଣ୍ଡେଇ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର