ଶୀତଶେଷେ ଗ୍ରାମବଧୂଗଣ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୮
- ସ୍ଥିତି
- ସାର୍ବଜନୀନ (Public domain)
କରି ପ୍ରାତଃସ୍ନାନ ସମାପନଥର ଥର ଦଶନରେ ତୁନି ତୁନି ନିସ୍ୱନରେଦୁଃଖ ସୁଖ କହି ଆସୁଥିଲେ ବାଳାଗଣ,ବହୁଥିଲା ମୋ କର୍ଣ୍ଣେ ସେ ସ୍ୱନ ସମୀରଣ ।ଏ ସମୟେ ତେଜି ନିଦ୍ରାଶୟଶୂନ୍ୟପ୍ରାଣେ ଛାଡ଼ିଲି ନିଳୟବିଚରା ଅବା ଭ୍ରମଣେ ଶାନ୍ତି ବିରାଜିବ ମନେ;ଦେଖିଲି ଗଗନପଥେ ସୁରବଧୂ ଉଷାପିନ୍ଧି ହୋଇଅଛି ଉଭା ଚାରୁ ଶୁକ୍ଳଭୂଷା ।ଉଷାସମ ଗ୍ରାମପଥେ କିଏ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ