ଶବର ଗୀତ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୨
- ସ୍ଥିତି
- ସାର୍ବଜନୀନ (Public domain)
ଡୁମ ଡୁମ ମ ଗାମଲେ କାଡ଼ିଡ଼ଂ ବାରି ଜୂବ, ଜୂବ, ଜୂବ ଖାମଲେକାଡ଼ିଡ଼ଂ ବାରିନଂସାର ସାର ଗାଡ଼ୁଡ଼ଂ ଲାମିଡ଼ିନାଂନି ତୁବଲେ ଜଡ଼ାସୁଜୋଲିତସୁସାରମନେ ତୁବବାପାଲା କା ବଡ଼ିଙ୍କାବାନା ପାଲୁଂନ ତୁବବା ଗଡ଼ା ବାବଜିଲିବାବସାରମନେ ତୁବବାକାରାମ ମାନ କୁନତାଲୀନ ଆନିଡ଼ାନ ତୁବବ,କାରାମମାନ କେରୁଡ଼ାନ ଜାରେନ ତୁବବାପୁର ପୁରୀ ଜୁଲପାଡୋଲ ପାଲେ ନିଆଇବା,ବୁୟାମାର ରାଇକାମାର ସାଇଲେନିଗୁବାସାରାଇନାନ ମାରାତନାନ ଭୁରୁସାଲ ତୁବବାଡାରନାନ ଡାରୁ ବନାନଡ଼ୁପନି ଶୋଇବା ।କୁମଡ଼େମାନ କୁତ୍ତଲାଂ ପାଲେ କୟାଇବାକେତୁଡଂନିତିଇଲେ ବାକକାନ ନିତବାବାକାରାମ ମାନ କୁନଚାଲବାନ କାମ ସିମାନ ପୁରଲେବାତା ସୁନାମଲେଙ୍ଗୀ ଜରେନନା ତୁବବାକୁଡ଼ୂନଞ୍ଜିଡ଼ା ଆଙ୍ଗୀ ଅଚିଡ଼ଂ ତୁବବାଆଛି ନନି ପୁରଲେ ଗାଗାନି ତୁବବାଅର୍ଥଡୁମ ଡୁମ କରି ବାଇଦ ହୁଏ, ଜୂବ ଜୂବ କରି ନାଚ ହୁଏ ।ସଖାଳୁ ଉଠି ଘର ଦ୍ୱାର ଲିପା ପୋଛା କରିବା ।ଲୁଗା ସବୁ କଚାକଚି କରି ମୁଣ୍ଡ ଧୋଇ ଦେହ ସଫା କରିବାଖୂଡ଼ରେ ପ୍ରତିମା ଲେଖି ସେ ପ୍ରତିମାକୁ ପ୍ରାର୍ଥନା କରିବା ।ବବଲେ ପତ୍ର ଆଣି ଜାନି ବେଜୁଣିକି ଡାକିବା ।ସାହାଯ୍ୟ ସାହାପକୁ ମଦ ପାଇବା ରକ୍ଷା ରଖିବାକୁ ଝୂଣା ଦେବାକରମ ଖୂଡ଼ ପାଖେ କୁକୁଡ଼ା ପୂଜିବା ବଡ଼ ଦେବତାଙ୍କୁ ସ୍ମରଣ କରିବାଭାତ ତିଅଣ ସିଝାଅ ସିଝିଲେ ତୋ ସିଝିଲା ପୂଜା ହେବ ।ଶବରମାନଙ୍କ ସ୍ତ୍ରୀ ପୁରୁଷ ଗୀତଆଇ ହାଇ – ପ୍ରତିସ୍ତ୍ରୀ - ଡିନଲୁନଞ୍ଜେଗିଇଲବିଂଡେନସି ଡ୍ରିନନିଜାଲକାକୁ ଡ୍ରେସିଡ଼୍ରିନିଜାଲି ।ପୁ- ଅହଜିନିନା ଜେରଖାଲାସ ଲବିସିନାଡ଼୍ରିନା ନିଜଲାମକାକି ଡେସିଡ଼୍ରିନିଜାଲାଗ ।ସ୍ତ୍ରୀ - ଆଇ ହାଇ, ବାବଲୁନଞ୍ଜେଗିଇଲବିଡ଼େ ମିଲାଂ ନିରଜାଲିକାକୁଂଡେମିୟଲାନ ନିଜାଲି ।ପୁ- ଅହ ଜନାନନେର ଗାଲାମଲବି ମିୟଲାନ ନିରଜାଲାମ କାକିଡ଼େମିୟଲାନନିରଜାଲାମ ।ସ୍ତ୍ରୀ- ଆଇ ହାଇ, ଡିୟାସୁତେ ଗିଇଲେବିଡ଼େ ଜଡ଼ାନନିରଜାଲିକାକୁଂ ତଡ଼ଜାଡ଼ାନନିରଜାଲି ।ପୁ- ଅହ ଜଡ଼ାସୁଡ଼ଂନେ ଗାଲାମ ଲବିଜଡ଼ା ନିରଜାଲାମକାକି ତଡ଼ଜାଡ଼ାନନିରଜାଲି ।ସ୍ତ୍ରୀ- ଆଇ ହାଇ ବିରନାଞ୍ଜେଜା ଗିଇଲେବିଂଡ଼େ ବାଂସାନନିଜାଲି କାକୁଡ଼େବାଂ ସାନିଦାଲି ।ପୁ- ଅହ ମାରାତନାନନେ ପାଲାମଲବବାସାଂ ନିଜାଲାମକାକି ଡେବାଂସା ନିରଜାଲାମ ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର