ସାନ୍ତାଳଙ୍କ ଗୀତ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଗାନ୍ଧର୍ବିକାଶତଦଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୯୪
- ସ୍ଥିତି
- ସାର୍ବଜନୀନ (Public domain)
ହୋ - ହୋ - ହୋ - ହୋ- ହୋ - ହୋ ପିଅ, ମହା, ମହା, ମହା, ଡୁଡ଼ୁମ, ଡୁଡ଼ୁମ, ଡୁମ ।ଗୁରୁତର ଶିଙ୍ଗଡ଼ା ଦାବରେ ଦବାଙ୍ଗକରାବେ ଲଗାବେ ଗିୟେ ।ଚେଂ- ଚେଂ- ବେଙ୍ଗ- ଧିନାକ- ଧିନାକ ଧିନ, ଥିନାକ ଧିନାକ ଥିନ ।୧।ଆଲୋ ଫୁଲ ମଦିଲୋ ମୋର ଗଲାଏ ପରିଏ ଦିବ ଆମି ଟଗର ଫୁଲଧିନାକ ଧିନାକ ଧିନ- ଥିନାକ ଥିନାକ ଥିନ ।୨।ହଲାରେ ଚେନ ସେନ ଲେନାମ, ଅକାରେ ଦାଏ ତାଏ ଲେନାମପାଛେ ଦାୟ ଶ୍ୟାମାଙ୍ଗିତ ଲେନାମ, ହାଏରେ ସନା ମୁହିଁତାଇଁ ।୧।ଯମକା ଦାଇଁ ସରବର, ଯାଗରା ଲାଇଁ ଦୁଃଖୁ ସୁଖୁ ଲାଳାୟାଲାଇଁ ।ଯିଉରେ ଆଳଯାନ, ହିଆତିତଇଁ, ରାବିଗିଡ଼ିଯାନା ।୨।ଗୁନ୍ଥିଏ କୁସୁମେର ମାଲା କେଳି କୁଞ୍ଜେ ଜାଗରଣସଖିରେ ନାହିଁ ଆଲଇଁ ନିଠୁର ମୋହନ ରେକୋକିଲ ଡାଲେ ରାବିଲ- ରଜନୀ ଶେଷାଇ ଗେଲସଖୀରେ ମୋର କୁଞ୍ଜେ ନା ଆସେ ମୋହନଦେବାନନ୍ଦ ବୋଲେ ବାଣୀ- ଉଦୟ ହଉଲ ଦିନମଣିସଖୀରେ ଧିକ ଆର ନା ରଖି ଜୀବନ ।ମଦିନ ରାଧିକା କ୍ରୀଷ୍ଣ କେମନେ କାନାଚେଲା ଗାତ ଇଂଲାଗୀ ଭାବନା କନା (ଘୋଷା)ତେହଙ୍ଗଦ କନ୍ଦାରେ, ଆମେ ସୁମୁରେଚେଲାତେ ଦୁଆସେଅଳା- ଚନ୍ଦ୍ରସେଣା ବାନୁଆପେ ଯୁଂ ତୁମ କାହୁ- ଇଂହେ ତାମ ଆପେ ଭାଗିନା ।୧।ନିନ୍ଦାଦ ହଏନା-କ୍ରିଷ୍ଣ ଚଲାଏନା ଚମକାତେ ଗୀତିକାନା-ଆଡ଼ି ନିନ୍ଦାରେ ଚନ୍ଦ୍ର ସେଣାଅଳାତେ- ତାଇତେ ଚଲାକାନା ।୨।ରାଧା ଠେନଘାନା ସେନସେଟର ଲେନା- ପଲଙ୍କରେ ଦୁଲୁପକାନାଜାଗାଚୁଲକାତେ ନୁନୁ ସବ୍ କାତେ ଲୋଟ ପୁଡ଼ିରେ ଚଅଏ କାନା ।୩।ରାଧା ଜେଂଲକାତେ, ଶ୍ରୀକୃଷ୍ଣ ସୀତେ ଚେତାନରେଦେଯା କାନାକ୍ରିଷ୍ଣ ଚେଲାଏନା, କାମିରାଜାକାତେ ଯୁହାଷ୍ଠି ସେରେଂ ଲାଏକାନା ।୪।ମାଲାରପେ ସଜନୀତେହଁଦ ନିନ୍ଦାରେଚେତ ଲାଗି ହରିବାଂହଜାକାନା (ଘୋଷା)ନୁଇହେଜା କାନାଅକଇମେନ କିଆଁବାର ଖାଳ ବାରହଳଗାଲ ମୁଚାଉ କିଆଁଆଲେ ସୁସୁରେଯମୁନା ଗାଡ଼ାହରରେଗାଲ ମାରାଉକାତେଅତାନେ ସେଲଲେନା ।୧।ଉରୁଲେକା ଯାହା ଠେଞ୍ଜାମା ବାହା ଅନକାଲେକା ହାରେଲବାଂବୁଝାଉଁ କିଆଁମିହିନ ଦୋ ବାଂ ହୁଇଆ-ତେହିଁ ଲେକାନୁଇଁଅକୈବା ଅନାକୁଞ୍ଜେ ଡୁଲାଇ କାହ୍ନା ।୨।ଝଡ଼ିଆ ପରଜା ଲୋକମାନଙ୍କର ଗୀତ୧- ଏ ଝିଲ, ଝିଲ, ଝିଲ, ଝିଲ ଇରତିନିଗଡ଼ା କଦୁଲି ଝିଲରେସାରି ଗଡ଼ା କଦୁଲି ନୁନିଟିପସେ ଡୋରୁ ବାନ୍ଦାଝିଲ ଆମ୍ବେରି ଗେର, ଆଇଲେରେ, ଝିଲହୋବିନେ ଗେରୁ ବାନ୍ଦୁବେ ଝିଲବିନେ ଗେରୁ ବାନ୍ଦୁବେ ହୋ
ଅର୍ଥ- ତିନି କାନ୍ଦି କଦଳୀର ଡେମ୍ଫ, ପାଖରେ ଦୌଡ଼ିବାନ୍ଧି ବାଡ଼ିରେ ବାନ୍ଧି ଆମ ଘରକୁ ଆସୁ । ରେ ଝିଅ ତୋ ପାଇଁ ଅଲଗା ଘର ତିଆର କରିଦେବି ।
୨- ସାଜୁ ଦାରୁ ଅଙ୍ଗାରୁ, ବିଜା ଦାରୁ ଅଙ୍ଗାରୁତୋରି ପରା ମୁସୁକି ମାରା, ଜଟିଆ ପିନ୍ଦୁନିଲାଇ ଝିଲ କଙ୍ଗାରୁବେ, ନିଲାଇ ମା ମାଡ଼ି କଙ୍ଗାରୁ ହୋ
ଅର୍ଥ- ସାହାଜ କାଠ ଆଣି ଦେଉଥିଲ । ବିଜା କାଠ ମଧ୍ୟ ଆଣି ଦେଉଥିଲ । ତାହା ମୁଁ ଜାଳିଲି, ତୁ ଥିଲାବେଳେ ମୁଦି ଅଳଙ୍କାର କିଣି ଦେଉଥିଲୁ । ଏବେ ଡକାୟତମାନେ ମୋତେ ନେଲେ ।
୩- ଧାନ ନୁନି ସୁଲେରୁ ମାଣ୍ଡିଆ ସୁଲେରୁତୋର କୁଳ ବଂଶ ପଚାରି କଇଦେବେ ଟୋକିଆମେ ନାଗ କୁଲେରୁ୪- ଖସାଡ଼ାବା ଫୁଲ ନନି, ଜୁଡ଼ା ଡ଼ାବା ଫୁଲୁଆମରି ଘରେ ଅବଲେରେ ନନିପାଡ଼ା ନନି ବୁଲବେ
ଅର୍ଥ- ଧାନ ବୋହି ଆଣିବା ଗୋଟିଏ ଗୋଜିଆ ଡାଙ୍ଗ ମାଣ୍ଡିଆ ବୋହି ଆଣିବା ମଧ୍ୟ ଉକ୍ତ ଡାଙ୍ଗ ତୋର କୁଳ ବଂଶ କଣ, ଆମର ନାଗ ବଂଶ ଅଟେ ବହୁତ ଫୁଲ ପିନ୍ଧାଇବୁ ।
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ