ସଙ୍ଗୀତ (୩)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ବିବିଧ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୨
- ସ୍ଥିତି
- ସାର୍ବଜନୀନ (Public domain)
ଦେଖୁଛ ସରବେ ପଲାଶ ଫୁଲଟିତାର କି ରକତ ଶିରୀ !ସଉରଭ ବିନା ତୋରା ତନୁ ସିନାଯଉବନ ସେହିପରି !ଯଉବନ ଦେଖି ନ ଭୁଲା ତୋ ଆଖିଦୁନିଆରେ ଦୁଇ ଦୁନିଆ ଖେଳ,ମୁକୁତା ନୁହେଁ ଏ ଶିଶିର ବିନ୍ଦୁଜଡ଼ ଅନ୍ଧାର ଏ ପୂର୍ଣ୍ଣିମା ଇନ୍ଦୁକାଞ୍ଚନ ନୁହଇ ଭେଲଏତ ମହାକାଳ ଫଳ ।ଦୁଇଦିନ ପାଇଁ କିମ୍ପା ଉଷତବନ୍ଧୁ ନୁହେଁ ଏତ ବଇରୀ ସତମଣି ଦେଖି ଯଦି ବରିକୁ ଫଣୀକୁସାର ହେବ ହଳାହଳ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର