ରାଗ ଗୈାରୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ସନାତନ ଗୀତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୮
- ସ୍ଥିତି
- ସାର୍ବଜନୀନ (Public domain)
ସିୟେ ମୁଦଞ୍ଜୟ ହୃଦୟାଦଳ୍ପଂ ॥
ବିଲିଖାମ୍ୟଭୂତ ନକରାକଳ୍ପଂ ॥
ଇହ ନହ ସକୁତ ପଙ୍କଜ ନୟନେ ॥
ବେଶଂ ଭବ କରବୈ ରତିଶୟନେ ॥
ରାଧେ ଦୋଳୟ ନ କିଳ କପୋଳଂ ॥
ଚିତ୍ରଂ ରଚୟାସ୍ୟହମବଲୋଳଂ ॥
ତବ ବପୁରଦ୍ୟ ସନାତନ ଶୋଭଂ ॥
ଜନୟତି ହୃଦି ମମ କଞ୍ଚନ ଲୋଭଂ ॥
ପଣ୍ଡିତାବସ୍ଥାପନ୍ନ ଶ୍ରୀ ରାଧିକାଙ୍କୁ ଦୂତୀ ବିନୟ କରନ୍ତେ ଦୂତୀପ୍ରତି ଶ୍ରୀରାଧାଙ୍କର ଉକ୍ତ ।