ରାଗ ଭୈରବୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ସନାତନ ଗୀତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୭
- ସ୍ଥିତି
- ସାର୍ବଜନୀନ (Public domain)
ଦାମୋଦର ରତିବର୍ଦ୍ଧନ ବେଶେ ॥
ହରିନିଷ୍କୁଟ ବୃନ୍ଦା ବପିନେଶେ ॥
ଜୟ ଜୟ ରାଧେ ମାଧେବ ଦୟିତେ ॥
ବ୍ରଜନବତରଣୀ ମଣ୍ଡଳ ସହିତେ ॥
ବୃଷତ୍ପନୁ ଦଧି ନବଶଶିରେଖେ ॥
ଲଳିତ ସଖୀଗଣ ରମିତ ବିଶାଖେ ॥
କରୁଣାଂ କୁରୁମୟି କରୁଣା ଭରିତେ ॥
ସନକ ସନାତନ ବର୍ଣ୍ଣିତ ଚରିତେ ॥
ପ୍ରୋଷିତ ରର୍ତ୍ତ୍ୱା । ରାଧିକାଙ୍କର ଭାବୀ ମିଳନ ବିଷୟେ ଶୁଭସ୍ୱପ୍ନ କଥନ ।