ମାଧବ ମୁରାରି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୩
- ସ୍ଥିତି
- ସାର୍ବଜନୀନ (Public domain)
ନିକୁଞ୍ଜ - ବିହାରୀପ୍ରାଣ - ଅଧିକାରୀ ପ୍ରାଣାରାମଙ୍କୁ । ୨ ।ଦିବ୍ୟ ରୁପବନ୍ତବସନ - ବସନ୍ତସୁମର ସନ୍ତତ ଘନଶ୍ୟାମଙ୍କୁ । ୩ ।ଆଦି ଅଣାକାରଅନାଦି ସାକାରପୂର୍ଣ୍ଣ କରିବେ ରେ ମନସ୍କାମକୁ । ୪ ।ଭଣେ ଚିନ୍ତାମଣି,ତେଜି ଅକରଣୀ,ଜଗ ଜଗ ମନ ପରିଣାମକୁ । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ