କି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୫
- ସ୍ଥିତି
- ସାର୍ବଜନୀନ (Public domain)
କି କହିବି ଗୁଣରାଶି, ହତାଶିରା ଘରକୁ ଅରକ୍ଷିତ କୁଣିଆ କି ଯୋଗେ ମିଳିଲେ ଆସି ।କିଏ କହୁଥାଏ କାହାର କଥା, କାନି କହୁ ଥାଇ ଦିଅର କଥା ।କି ହଉ ହଉ କି ହୋଇଲା, କା ପାଇଁ ରଖିଲି କେ ଖାଇଲା ।କିଏକି କାକ ଚରିତ୍ର ପଢ଼ିଛି ।କିଏବା ଘୋଡ଼ା ପାଲିଙ୍କିରେ ଲକର ଲକର, କିଏବା ଖଣ୍ଡିଆ କାନ୍ଥରେ ହକର ହକର ।କିଛିକିଛି ଅଧିକାର ନବାତପଣା ସଙ୍ଗେ ସରି ।