କପାଳ ମୋଚନ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୩୨
- ସ୍ଥିତି
- ସାର୍ବଜନୀନ (Public domain)
ଆହେ କପାଳ ମୋଚନ,ପାତାଳେ କଲ ଭବନ ।ମୋ କପାଳ ଦୁଃଖରାଶି,ମୋଚନେ ନୁହ ସାହସୀ ହେ ।୧।ଆହେ ପ୍ରଭୁ ଡେର କର୍ଣ୍ଣ,କପାଳ କ୍ଲେଶ ମୋଚନ ।କରିବା ଶକ୍ତି ତୁମ୍ଭର,ମୋ ପକ୍ଷରେ ଚିନ୍ତା କର ହେ ।୨।