କବିତା (୮)
କୁନ୍ତଳା କୁମାରୀ ସାବତ
୧୯୦୦–୧୯୩୮
- ସଂକଳନ: ଅନ୍ୟାନ୍ୟ କବିତା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୭
- ସ୍ଥିତି
- ସାର୍ବଜନୀନ (Public domain)
ଯେତେ ପଳାଇବ ଯିବି ଗୋଡାଇନିରମଳ ପ୍ରୀତି ଦେବି ଚଢ଼ାଇପାଦେ ଲୋଟିଥାଇ କରିବି ଗୁହାରିତାର ନାଥ ମୋତେ ତାରମୋର ବହିଯାଉ ଅଶ୍ରୁଧାରଅଭିମାନେ ଜଡ଼ି ପଡ଼ିଥିବି ପାଦେଅଛି ସ୍ନେହ ଅଧିକାର ।ନିତି ବହି ଦୁଃଖ ଭାରଭାଙ୍ଗ ମଝିପିଠି ହାଡ଼ନିତି ମୋ ଖଟଣି ସାରନିତି ଲୋତକ ରୋଚାନେ ।ମୁଁ ଦୀନ ବାଟୋଇ ଜଣେଭ୍ରମେ ପଶିଲି ଏ ବଣେକାହିଁ ଯିବି କି କରିବି ନଦିଶେ ରାହା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର