ଯାଇଛ ଚାଲି
ଲକ୍ଷ୍ମୀନାରାୟଣ ସାହୁ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ବିକ୍ରମ ଦେବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୦
- ସ୍ଥିତି
- ସାର୍ବଜନୀନ (Public domain)
ଭାବିବାର ଅବସର ପାଇ ନ ଥିଲିଆଜି ଏତିକିରେ ଏହି ଅର୍ଘ୍ୟରଜନୀ ଗନ୍ଧାର ଗନ୍ଧ ସଙ୍ଗେ ମହାର୍ଦବିଦ୍ୱଜ୍ଜନ ମଣ୍ଡଳୀବସି ରହନ୍ତି ଝୁରିଦୀନ ଦୁଃଖୀ ଦୁଃସ୍ଥ ଆଜି ମୂକତୁମ ବିନା ଆଜି ରାଜବାଟୀହୀନ ମୟୂଖ, ରାତିର ବିସ୍ତାର ଭିତରେଡାକଇ କୁକୁରକର୍ତ୍ତବ୍ୟର କଠୋରତା ତାକୁ କରେସଦା ଉଦ୍ଗାର ।ଖୋଜେଁ ଦେବ ଆଜି ପ୍ରଭାତର କାକଳୀରେଗଲ କାହିଁ ?
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ