ଚାରିପାଖେ ବିଲମାଳ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୭
- ସ୍ଥିତି
- ସାର୍ବଜନୀନ (Public domain)
ଧୂ-ଧୂ ଖରାଦିନେ ଜଳେନ ମିଳେ ସେ ଗାଆଁ ନାଆଁସରକାରୀ ଖାତାପତ୍ର ତଳେ ।ଯାଇ ନାଇଁ ସେ ଗାଆଁକୁଥାନାବାଲା ତଦନ୍ତରେ ଦିନେକେବେ ଡାକବାଲା ଭୁଲେଯାଇନାଇଁ ସେ ଗାଆଁ ସନ୍ଧାନେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର