ବାପୁଜୀ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୩
- ସ୍ଥିତି
- ସାର୍ବଜନୀନ (Public domain)
ଲଘିଂ ପଥ ଶତାବ୍ଦୀରଅକୂଳ ପାରାବାରଲାଗିଛି ତରୀ ଏଇ ତ କୂଳେ;ଯାତ୍ରୀ ହୁସିଆର !ତିମିର ତଳେ ଝଞ୍ଜା ବହେ,ବଜ୍ର ଉଠେ ନାଚିକେତନ ଆଜି ଉଡ଼ାଇ ଚାଲେଦେଶର ସବ୍ୟସାଚୀ !ଯୁଗ ଯୁଗାନ୍ତ ତିମିର ଅନ୍ତେତୁମେ ହିଁ ଅବତାରବାପୁଜି ! ତୁମ ଚରଣେ ଘେନଏ ଜାତି ନମସ୍କାର !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର