ଆଉ ମୁଁ ଜଣାଇବି କେତେ
୧୮୪୮–୧୯୧୮
- ସଂକଳନ: ଶୀତଳା ସ୍ତୋତ୍ରଂ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୦
- ସ୍ଥିତି
- ସାର୍ବଜନୀନ (Public domain)
ଦୟା ନୋହିଲା ଅନ୍ତର୍ଗତେଭାସି ଗଲି ମୁ ଜଗତେନିନ୍ଦା ହୋଇବ ଯେ ପ୍ରଭୁ ତୋତେ ହେ
୨୨
ଭକ୍ତ ମୁଖୁଁ ଏମନ୍ତ ଶୁଣିଦୟାସାଗର ଦୀନମଣୀବୋଇଲେ ଶୁଣ ମୋ ବାଣୀଅନ୍ତେ ପାଇବୁ ତୁ ମୋତେ ପୁଣି ହେ
୨୩
ଶ୍ରୀଚରଣେ ଚିତ୍ତ ଯେ ରହୁଏହି ଭାବେ ତୋ ଦିନ ଯାଉବିଷୟାର ବିଷରେ ଆଉଚିତ୍ତ ତୋହର କେଭେ ନ ଥାଉ ହେ
୨୪
ଏମନ୍ତ ତାଙ୍କ ଆଜ୍ଞା ଶୁଣିଉତ୍ସବ ମନ ଆନନ୍ଦେ ଭଣିଦିନବନ୍ଧୁ ଯେ ସେ କୃପାସିନ୍ଧୁତୁମ୍ଭେ ସର୍ବ ଜୀବ ଜନ୍ତୁଙ୍କ ବନ୍ଧୁ ହେ
୨୫
ଭଜନଅକୀର୍ତ୍ତିଜନରେ ହେଯେଡ଼େ ବେଗେ ଦୟା ବହନିଜ ମାତା ପିତା କାନ୍ତା ସୂତଠାରେ ନୁହଁ ତେଡେ ଅନୁଗ୍ରହ ଘୋଷାକଂସ କାରାଗୃହେ ମାତା ବନ୍ଧାଥିଲେ ପ୍ରିୟେ କେଳି କଲ ଯାଇକଚିକି ବିପତ୍ତି ପଡ଼ନ୍ତେ ତକ୍ଷଣେ ଅରି ଧରି ଗଲ ଧାଇଁ
୧
କଳତ୍ର ବିଶାକ୍ଷପୁରେ ବନ୍ଦିଥିଲେ କାଳକେ ତାରିଲ ତାଙ୍କୁଦଣ୍ଡକ ଭିତରେ କୋଟିବସ୍ତ୍ର ଦେଲ ପାଣ୍ଡବ ଗୃହୀଣୀଟାକୁ
୨
ସୂତକୁ ଶମ୍ବରା ସୁର ହରି ନେଲା ତହିଁ ନ ବହିଲ କକ୍ଷାଉତ୍ତରା କୁମରେ ବିପତ୍ତି ପଡ଼ନ୍ତେ ଗର୍ଭେ ପଶି କଲ ରକ୍ଷା
୩
ଶାସ୍ତ୍ର ପୁରାଣରେ ଲେଖା ହୋଇଅଛି କେ କରିବ ଅପ୍ରମାଣଅଧମ ଚନ୍ଦ୍ରଶେଖର କହେ ପ୍ରଭୁ ଗୁହାରୀ କିପାଁ ନ ଶୁଣ
୪
ସମ୍ପୂର୍ଣ୍ଣ