ଅଥ ଧ୍ୟାନଂ
୧୮୪୮–୧୯୧୮
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୮୧
- ସ୍ଥିତି
- ସାର୍ବଜନୀନ (Public domain)
ଧ୍ୟାୟେ ନିତ୍ୟଂ ମହେଶଂ ରଜତଗିରିନିଭଂ ଚାରୁଚନ୍ଦ୍ରାବତଂସଂ ।ରତ୍ନାକଳ୍ପୋଜ୍ଜ୍ୱଳାଙ୍ଗଂ ପରଶୁମୃଗବରାଭୀତିହସ୍ତଂ ପ୍ରସନ୍ନଂ ।ପଦ୍ମାସୀନଂ ସମନ୍ତାତ୍ ସ୍ତୁତମମରଗଣୈ ର୍ବ୍ୟାଳଯଜ୍ଞୋପବୀତଂବିଶ୍ମାଦ୍ୟଂ ବିଶ୍ୱବନ୍ଦ୍ୟଂ ନିଖିଳଭୟହରଂ ପଞ୍ଚବକ୍ରଂ ତ୍ରିନେତ୍ରଂ।୧।କର୍ପୂରଗୌରଂ କରୁଣାବତାରଂ ସଂସାରସାରଂ ଭୁଜଗେନ୍ଦ୍ରହାରଂ ।ସଦା ବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀସହିତଂ ନମାମି।୨।କୈଳାସପୀଠାସନମଧ୍ୟସଂସ୍ଥଂ ନନ୍ଦ୍ୟାଦିବୃନ୍ଦାରକସେବ୍ୟମାନଂ ।ଭକ୍ତାର୍ତ୍ତିଦାବାନଳମପ୍ରମେୟଂ ଧ୍ୟାୟେଦୁମାଲିଙ୍ଗତୃବିଶ୍ୱରୂପଂ।୩।ବନ୍ଦେ ମହେଶଂ ସୁରସିଦ୍ଧ ସେବିତଂ କଳ୍ପଦୃମୈଃପୂଜିତପାଦପଙ୍କଜଂ ।ବିଦ୍ୟାପ୍ରଦଂ ଭକ୍ତଜନୈକବନ୍ଦ୍ୟଂ ଧ୍ୟାୟେ ଚିରଂକାମଦୁଙ୍ଘ ପ୍ରସନ୍ନଂ।୪।ଯୋ ଯୋଗମାୟାଂ ଧରତେ ବପୁଂଷି ଜ୍ଞାନଂ ବିଧତ୍ତେଽଖିଳବସ୍ତୁନୀହ ।ତଂ ବିଶ୍ୱନାଥଂ କଳି କଳୁଷଘ୍ନଂ ଧ୍ୟାୟେଽଶିବାରିଂଜଗଦେବ ଦେହଂ।୫।ଅଥ ଲିଙ୍ଗ ନିରୂପଣଂ ।
ତତ୍ରାଦୌ ଗଣେଣଗୋରୀସ୍ୱାମିକାର୍ତ୍ତିକନନ୍ଦିଗଣମୂର୍ତ୍ତିନ୍ ଆମ୍ଭମୂକମୃତ୍ତିକୟାସଂଶୁଦ୍ଧମୃତ୍ତିକୟା ବା ଗୋ ଦୁଗ୍ଧେନାଭିଧାୟ ପୁନଃ ଶମୀଦର୍ଭାଶ୍ମତ୍ଥାମ୍ର ମୂଳବଲ୍ମୀକମୃତ୍ତିକାମେକୀକୃତ୍ୟ କର୍ପୂରହରିଦ୍ରାଚୂର୍ଣ୍ଣଯୁତାଂ ମଧୁମିଶ୍ରିତଗୋଦୁଗ୍ଧେନ ବା ଦୁଗ୍ଧମିଶ୍ରିତଜଳେନ ମଧୁସହ୍ନିତେନ ଯଥୋକ୍ତମନ୍ତ୍ରେଣାହରଣଂ କୁର୍ଯ୍ୟାତ୍ ।
ତତ୍ରାହରଣମନ୍ତ୍ରଃ-ଓଁ ହୌଂ ହ୍ରୀଂ ଜୂଂ ସଃ ହରାୟ ନମଃ । ଇତି ମୃଦାହରଣଂ ।
ଅର୍ଥ :- ପ୍ରଥମ ଗଣେଷ ଗୌରୀ ଶିବ କାର୍ତ୍ତିକ ନନ୍ଦୀ ଓ ଗଣଦେବତା ମାନଙ୍କ ମୂର୍ତ୍ତି ଗଢ଼ିବା ସକାଶେ ଆମ୍ବଗଛ ମୂଳରୁ ମାଟି କିମ୍ବା ଶୁଦ୍ଧମୃର୍ତ୍ତିକାକୁ ଗୋଦୁଗ୍ଧରେ ପିଞ୍ଜିବ । ତତ୍ପରେ ଶମୀ, କୁଶ, ଅଶ୍ୱତ୍ଥ ଆମ୍ବମୂଳର ମୃର୍ତ୍ତିକା ଓ ହୁଙ୍କାମାଟି ଆଣି ଏକାଠି କରି କର୍ପୂର ଓ ଗୋଦୁଗ୍ଧରେ ହଳଦୀ ଚୂନା ମିଶାଇବ ଗୋଦୁଗ୍ଧମିଶ୍ରିତଜଳରେ ମହୁ ମିଶାଇ ଓଁ ହୌଂ ହ୍ରୀଂ ଜୂଂ ସଃ ହରାୟ ନମଃ ଏହି ମନ୍ତ୍ରପଢ଼ି ପଞ୍ଜିବ ।
ଅଥ ଲିଙ୍ଗସଂଘଟନଂ ।
ଓଁ ହୌଂ ହ୍ରୀଂ ଜୂଂ ସଃ ମହେଶ୍ୱରାୟ ନମଃ ଇତି ସଂଘଟନମନ୍ତ୍ରଃ । ଅଥ ଲିଙ୍ଗଂ ହସ୍ତାଞ୍ଜଳୌ ଧୃତ୍ୱା ଆବାହୟେତ୍ । ଓଁ ହୌଂ ହ୍ରୀଂ ଜୂଂ ସଃ ପିନାକପାଣୟେ ନମଃ । କୈଳାସଶିଖରାଦ୍ରମ୍ୟାତ୍ ସମାଗଚ୍ଛ ମମ ପ୍ରଭୋ । ପୂଜାଂ ଜପଂ ଗୃହୀତ୍ୱା ଚ ଯଥୋକ୍ତଫଳଦୋଭବ । ୦ । ଦେବଦେବେଶଦେବେଶଂ ସର୍ବଲୋକହିତେରଭଂ । ଯଥୋକ୍ତରୂପିଣଂ ଦେବଂ ଶମ୍ଭୁମାବାହୟାମ୍ୟହଂ । ୧ । ଇତ୍ୟାବାହ୍ୟ ପୂର୍ବ ରଚିତାୟାଂ ବେଦିକାୟାଂ ଶିଖରୋପରି ତାମ୍ରପାତ୍ରେ ସ୍ଥାପୟେତ୍ । ସ୍ଥାପନ ମନ୍ତ୍ର-ଓଁ ହୌଂ ହ୍ରୀଂ ଜୁଂ ସଃ ଶୂଳପାଣୟେ ନମଃ ଇହ ସ୍ଥିତୋଭବ । ଇତି ସ୍ଥାପନଂ ।
ଅର୍ଥ :- ଲିଙ୍ଗ ସଂଘଟନମନ୍ତ୍ର ପଢ଼ି ଲିଙ୍ଗକୁ ଗଢ଼ିବ । ତତ୍ପରେ ସେହିଲିଙ୍ଗକୁ ହାତ ଆଞ୍ଜୁଳିରେ ଧରି ଆବାହନ ମନ୍ତ୍ରପଢ଼ି ଆବାହନକରି ସ୍ଥାପନ ମନ୍ତ୍ରପଢ଼ି ଶିଖର ଉପରେ ତାମ୍ରପାତ୍ରରେ ସ୍ଥାପନ କରିବ ।
ଅଥ ପ୍ରାଣପ୍ରତିଷ୍ଠାବିଧିଃ ।
ତତ୍ର ହସ୍ତାଭ୍ୟାଂ ପୁଷ୍ପାଣ୍ୟକ୍ଷତାନି ଚ ଗୃହୀତ୍ୱା ହସ୍ତୌ ଦ୍ୱୌ ଲିଙ୍ଗସ୍ଥୋପରି କୃତ୍ୱା ଇଦଂ ପଠେତ୍ । ଓଁ ଆଁ ହ୍ରୀଂ ଓ କ୍ରୋଂ ଯଂ ଭଂ ଲଂ ବଂ ଶଂ ଷଂ ସଂ ହଂ ଶୂଳପାଣେଃ ପ୍ରାଣା ଇହାଗଚ୍ଛନ୍ତୁ ଇହତିଷ୍ଠନ୍ତୁ ଶୂଳପାଣେଃ ସର୍ବେନ୍ଦ୍ରିୟାଣି ଇହ ଆଗଚ୍ଛନ୍ତୁ ଇହ ତିଷ୍ଠନ୍ତୁ ଅତ୍ରାଧିଷ୍ଠାନଂ କୁର୍ବନ୍ତୁ ଓଁ ଆଁ ହୌଂ ହ୍ରାଂ ହ୍ରୀଂ ଯଂ ରଂ ଳଂ ବଂ ଶଂ ଷଂ ସଂ ହଂ ସଦାଶିବସ୍ୟ ପ୍ରାଣା ଇହ ଗଚ୍ଛନ୍ତୁ ଇହ ତିଷ୍ଠନ୍ତୁ । ଓଁ ଆଁ ହୀଂ ହ୍ରୌଂ ସଦାଶିବସସର୍ବେନ୍ଦ୍ରିୟାଣି ମନଶ୍ଚକ୍ଷୁଃଶୋତ୍ରଜିହ୍ୱାଘ୍ରାଣାଦୟ ଇମେଽମୁଷ୍ମିନ୍ ପାର୍ଥିବଲିଙ୍ଗେ ସୁଖଂ ଚିରଂ ତିଷ୍ଠନ୍ତୁ ସ୍ୱାହା । ଓଁ ଆଁ ହ୍ରୀଂ ହ୍ରୌଂ ସଦାଶିବସଜୀବ ଇହସ୍ଥିତିଃ କୁରୁ । ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ପିନାକିନେ ନମଃ ଯଥୋକ୍ତ ରୂପିଶମ୍ଭୋ ଇହାଗଚ୍ଛ ଇହତିଷ୍ଠ ଇହ ସନ୍ନିହିତୋଭବ ସନ୍ନିଚିତୋ ଭବ ସନ୍ନିରୁଦ୍ଧୋ ଭବ ମମ ପୂଜାଂ ଗୃହାଣ ଇତି ପ୍ରାଣ ପ୍ରତିଷ୍ଠା ।
ଅର୍ଥ :- ଦୁଇ ହାତରେ ପୁଷ୍ପାକ୍ଷତ ଧରି ଲିଙ୍ଗ ଉପରେ ରଖି ତାହା ଉପରେ ଦୁଇ ହାତକୁ ଛାୟାବତ୍ ଘୋଡ଼ାଇ ରଖି ପ୍ରାଣପ୍ରତିଷ୍ଠା ମନ୍ତ୍ର ପଢ଼ି ପ୍ରାଣ ପ୍ରତିଷ୍ଠା କରିବ । ୧୦ ।
ଅଥ ପ୍ରାର୍ଥନାମନ୍ତ୍ରଃ ।
ପୁଷ୍ପାକ୍ଷତାନି ଗୃହୀତ୍ୱା ପ୍ରାର୍ଥୟେତ୍ । ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ପିନାକ ପାଣିନେ ନମଃ । ସ୍ୱାମିନ୍ ସର୍ବଜଗନ୍ନାଥ ଯାବତ୍ ପୂଜାଂ କରୋମ୍ୟହଂ । ତାବତ୍ତ୍ୱଂ ପ୍ରୀତିଭାବେନ ଲିଙ୍ଗେଽସ୍ମିନ୍ ସଂସ୍ଥିତିଂ କୁରୁ । ସ୍ୱାହା ଇତି ମନ୍ତ୍ରେଣ ହସ୍ତଗତ ପୁଷ୍ପକ୍ଷତାନି ଲିଙ୍ଗୋପତି ନ୍ୟସେତ୍ । ଇତି ପ୍ରାର୍ଥନା । ଅଥଶିବଲିଙ୍ଗଦକ୍ଷିଣଭାଗେ ଗଣପତ୍ୟାଦିମୂର୍ତ୍ତିଃ ସ୍ଥାପ୍ୟ ଯଥୋକ୍ତମନ୍ତ୍ରୈଃ ପ୍ରପୂଜୟେତ୍ । ତତୋ ବାମାଙ୍ଗେ ଉମାଦେବ୍ୟୈ ସ୍ନାନାଦିବିଧିନା ସଂପୂଜୟେତ୍ । ତସ୍ୟମନ୍ତ୍ରଃ । ଓଁ ଭଗବତ୍ୟୈ ଉମାଦେବ୍ୟୈ ଶଙ୍କରପ୍ରିୟାୟୈ ନମଃ । ୦ ।
ଅର୍ଥ :- ତତ୍ପରେ ହସ୍ତରେ ପୁଷ୍ପାକ୍ଷତ ଧରି ପ୍ରାର୍ଥନା ମନ୍ତ୍ର ପଢ଼ି ଲିଙ୍ଗ ଉପରେ ଦେବ । ତଦନନ୍ତର ଶିବଲିଙ୍ଗର ଦକ୍ଷିଣଭାଗରେ ଗଣପତ୍ୟାଦି ମୂର୍ତ୍ତିଙ୍କି ଯଥୋକ୍ତ ମନ୍ତ୍ରରେ ପୂଜା କରିବ ଓ ଶିବଙ୍କର ବାମାଙ୍ଗରେ ମନ୍ତ୍ର ପଢ଼ି ଉମାଦେବୀଙ୍କର ସ୍ନାନାଦି ପୂଜା କରିବ । ୦।
ଅଥ ଧ୍ୟାନଂ ।ପୁଷ୍ପାକ୍ଷତାନି ଗୃହୀତ୍ୱା ଓଁ ହ୍ରୌଂ ହ୍ରୀଂ ଜୂଂ ସଃ ପଶୁପତୟେ ନମଃ ।