ଅର୍ଥ — ଲକ୍ଷ୍ମୀନାରାୟଣ ସାହୁ · ସ୍ୱର୍ଣ୍ଣଲିପିବେଗେ ବାହାର ହୁଅ ଆମ୍ଭେ ଯାଉଅଛୁ ।ବେଗେ ଦୁଆର ଚାବି ଦେଇ ଡାଙ୍ଗ ଲଗାଇ ଦିଅ ।ପୁରୁଣା ଲୁଣ, ହଳଦୀ, ତେନ୍ତୁଳି ଦେ ମାଆ ।ପାଖେ ପାଖେ କଙ୍କଡ଼ା ଅଛି ମାରୁଅଛି ।ସେ ଘରେ ଭବ କରି ରହ ଭାତିଆ ସାତିଆ ଭଲକରି ଦେପାଣି ପେଜ ଭଲ କରି ଦେ ମା ।ପାଇକମାନେ ମଦ, ସଲପ ଓ ପେଣ୍ଡାମ ଦେବେ ।ସେ ଘରେ ବସି କରିଥିବୁ, ବେଶୀ ଲୋକ ଅଛନ୍ତିତୋତେ କାର୍ଯ୍ୟ କରିବାକୁ ପଡ଼ିବ ନାହିଁ ।ସେଘରୁ କୁଆଡ଼େ ଯାଅ ନାହିଁ ଭଲ କରି ଖାଇପିଇ ରହ ।ବେଗେ ବେଗେ ପାଣି ଆଣି ରନ୍ଧାବଢ଼ା କର ଓ ତମର ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦିଅ ।ଭଲକରି ବାଢ଼ାବଢ଼ି କରି ଦିଅ, ଅପରିଷ୍କାର କରିଦିଅ ନାହିଁ ।ବଣ୍ଡା ପରଜା ଲୋକମାନେ ମଦ ମେଣ୍ଡାମ ଖାଇବା ସମୟର ଗୀତ୧। ପୋଡ଼େରସିଙ୍ଗ ରାଜି ଇଙ୍ଗରସିଙ୍ଗ ରାଜିପୋଡ଼ରମାଙ୍ଗ ରାଜି ଡେମଆମରି ଦେଶ ଆମର ରାଜ୍ୟ ଆମ୍ଭର ମନ ଖୁସି୨। ସିନ୍ଦବରରାଜି ରଙ୍ଗଢ଼ାବର ରାଜିଜୁନକବେର ରାଜି ଡେମଆମ ଜାଗାରେ ପ୍ରାଚୀର ତିଆର କରିଛୁସଦର ଦାଣ୍ଡ ତିଆର କରିଛୁ ।
ବଣ୍ଡା ପରଜା ଜାତିର ସ୍ତ୍ରୀ ଲୋକମାନେ ଗୋଡ଼ରେ ଘାଗୁଡ଼ି ବାନ୍ଧି ଦେହରେ ରଙ୍ଗ ଲୁଗା ଗୁଡ଼ାଇ ଏବଂ ମୁଣ୍ଡରେ କୁକୁଡ଼ା ପକ୍ଷୀ, ଫୁଲ ଖୋସି ତମନ ହୋଇ ଗାଉଥିବା ଗୀତ
୧। ଚିନିକିଚିନା, ମିନିକି ମିନା, ଛିଆଡ଼ି ପତର ଦନାବାପରେ ମଦନା ଏଡ଼େକ ସୁନ୍ଦର ଦନା୨। ଡୁମୁରି ଖାଇବାର ଯାଉଁ ମା ମା ଅଟାଲେକୁବୁଡ଼ି ଭାଲୁ ଚାବିନା ମା ମା କପାଲେ ।୩। ହାଣ୍ଡିତ ବନାଇଲୁ ତିରିଙ୍ଗି ରଙ୍ଗିଆ ବାନାଧନୁ କାଣ୍ଡ ଧରି ଲୁଇ ଯାଉଛୁ ଦାଦାଚମ୍ପା ଚଢ଼େଇ ବସିଲା ଅଛି କୁଇଲାଡ଼ି ପାଦା୪। ଆରେ ଛେଲି ଛେଲିରେ ଆରେ ମେଣ୍ଢା ମେଣ୍ଢାରେଆମ୍ବ ଟଂଟା ଲିମ୍ବ ଟଂଟାରେ୫। କଟାର ରାଜ୍ୟର ଭାଲୁ ଫଟାଇ ପୋଡ଼ି ଯାରେକେଳୁ ବେଟିକାରେ ଭାଲୁ ପୁରୁ ପୁରୁ୬। ତିର ପିଲା ପାଲଟି ତୁ ଛାଇ ଜିରଟିବାସ ଲିଙ୍ଗ ଲିଙ୍ଗରେ ତେଡ଼େ ତୋଡ଼େ ।୭। ଜୁନେ ଇଙ୍ଗରେ ଜୁନେରେ ରାଇ ଜୋଲାସୁରୁ ବାଙ୍ଗତେ ଜୁନେ ଇଙ୍ଗେର ଜୁନେରେକୁରା ଉଲାସରୁ ବାଙ୍ଗତେ ଜୁନେ ଇଙ୍ଗେରା ଜୁନେରେଆରେ ସିନା ସିନାରେ ସିନା ଆରେ ବୁଦା ବୁଦାରେ ବୁଦା୮। କ୍ୟାଙ୍ଗ ଚୁନୁଙ୍ଗ ତୁଙ୍ଗ ଆନିଅଁ ଗନ୍ତାଗେଡ଼ଗ ଚୁନଙ୍ଗ ଚୁଙ୍ଗ ଆନିଆଁ ଗନ୍ତାଚୁମତାନୟଙ୍ଗ ଡିଗଡ଼ାଗ ଡିଗଡ଼ାଗଚୁମକି ନୟଙ୍ଗ ରାଗଡ଼ାଗ, ରାଗଡ଼ାଗକ୍ୟାମ ଖୁମ ଉଉଁମ ଇନ୍ତରା ଉଉଁମ
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
୯। ଚୁଳି ଚୁଳି ଆସ ବାଟ ଅଣ୍ଡିତ ଲେଡ଼ା
କଦମାଲି ପୁଲ ବାଟ ଜୁଡ଼ା ନେଲୁଡ଼ା
୧୦। ଚୁନ ଚୁନିଆ ଝିଲମିଲିଆ ଧାଙ୍ଗଡ଼ା ମାଝି ପୁଅ
ଦୁଆରି ପାଣିକି ଗଲାନା
ସେ ରାତି ବଜାରେ ନା ମେ ରାତି ବଜା
ଗଣ୍ଡମାନଙ୍କର ଲରିଆ ଗୀତ
ଗୋଟେ ଗୋଟେ ସୁନା ହରଦି ଗୁଣ୍ଡେର ରାନି
କାଇ ଗୋଟେ ଦନା ଦନେନେଡ଼ାଲ ରାଦା
କଲେ ପାଖି ବିଭା ବିନେରେ ହରଦି ଗୁଣ୍ଡେର ରାନି
ମଙ୍ଗନି ପାର ମଙ୍ଗନି ବନେରେ ଗୁଣ୍ଡେର ରାନି
ମଙ୍ଗନି ଦେବତା ପଡ଼ିଲା ବନେରେ ଗୁଣ୍ଡେର ରାନି
ବିଭାଘରେ ଯିବୁ ବନେରେ କି ଗୁଣ୍ଡେର ରାନି
ମଙ୍ଗନି ଘରେ ଯିବୁ ବନେରେ ଗୁଣ୍ଡେର ରାନି
ହାଣଏ ସାବୁ ଯୋଡ଼ଡ଼ର ସାଦୁ ନାହିଁ ବନେରେ ନେଓ୍ୱାଲ ସାୟେରଜା
ତେଣ୍ଡୁ ମୁଣ୍ଡି ବାପି ବନେରେ ହରଦି ଗୁଣ୍ଡେର ରାନି
ବାପି ଖୋଲି ଦେଖ ବନେରେ ଗୁଣ୍ଡେର ରାନି
କାଛି ଲୁଗୁଡ଼ା ଧର ବନେରେ ଗୁଣ୍ଡେର ରାନି
ଗଣ୍ଡାମାନଙ୍କର ଚୈତ ପର୍ବ ଗୀତ
(୧)
ଲିଦି ଲିଦି ବେଡ଼ା ଚନ୍ଦ୍ରମୁଖୀ ଧାନ କଚା କଦଳୀର ଗେଡ଼ା ହେ ହେ ହେ ।୧।କକଡ଼ି ଖାପିଲି ଚଉଦ ଗପା, କୁକୁଡ଼ା କାଟିଲି ଦାରଆଡ଼ମୁହାଁ କରି ଗୀତ ଗାଉଛି ଖାଇ ସାଇଲି ତୋର ହେ ହେ ହେ ।୨।ଉଡ଼ିଲା ସଞ୍ଚାଣ ବସିଲା ଭାଡ଼ି କେନ୍ଦୁଗଛ ତଳେ ତାଡ଼ିତାଡ଼ି ତଳେ ସାପୁଲ ବାଡ଼ି ମାଟି ନେଲା ଯୋଡ଼ା ଭାଲି ହେ ହେ ହେ ।୩।ଥାଲି ତଲେ ତଲେ ସଲଣ୍ଡି ଗଲି, ଯୋଡ଼ାକୁ ଧରିବି ବୋଲିଖୋଷାକୁ ଧରିଲି ଡେବିରି ହାତେ ବସାଇଲି ଯୁଗାଁ ଭାତେତମେରଦ ଆଜି ପରକାର ହେ ହେ ହେ ।୪।
(୨)
ଉଲଟ ପାକରା ପାନି ଗୋଏନ୍ଦି ଧାନର ବାରାଗେଦିନେଲା ନାନି ମୋର ମୋର ପାରା ନାତ ଦେଲି ପାଣ୍ଡେଇ ମରା ।ଆମ ବେଡ଼ା ଉତ୍ତାରେ ବାଉଁଶ ବୁଦା, ଟିପି ବାଉଁଶର ଟିପିନି ଗାଡ଼ାବୁଲୁ ବାଉଁଶର ଛଣ ଛଣ ତଡ଼ି ତଡ଼ି ଜଳି ଖାଉଛିଆମ କୋରୁବେଲି ମାଣଗାଈ ଗଲା ରାଶି ବେଳ ଗଲା ବସି ନାରଙ୍ଗ ଧରିଲା କଷିନାରଙ୍ଗ ତୋଳିଲା ପକଡ଼ି ବାନ୍ଧି କଦମ୍ବ କମର ବସିକିଳିଚି କବାଟ ନୁହାର ଖିଲି ଓଡ଼ିଆନ ବସ୍ର ବୁଲି ଆସିଲି ଗଦମ କାନର ନୋଲି ।
(୩)
ଅଙ୍ଗଦ ଆଗଲି କଡ଼କା ବାଟେ ପାକୁନା ବାନ୍ଧିଲି ଭୋଟେ ।ଫୁଲ ଗୁଡ଼ା ଗଲି କଦଳୀ କୋଟେଫୁଲ ରାନ୍ଦା ଧରି ଗଲି ସୋମାର ହାଟେ ।୧।ଆମ କାଲି ମରା ଟୋପର ଚିପାଆମ ପଣ୍ଡରି ଦାଣ୍ଡା ଲାଗିଗଲା ଯୋଡ଼ା ତେଣ୍ଡାତେଣ୍ଡା ତଳେ ତଳେ ହଲପଧୋଣ୍ଡା ଗାଓରେ ସୁକଲ ପିଣ୍ଡା ।୨।କାଲିଆ ବଳଦ କୁଣ୍ଡଲ ଶିଙ୍ଗ ସୋନ ବଳଦର କାନଅସୁର ସୁଅଁର ଭୋଜନ କରେ ଚୁଡ଼ା ଖାଇଲା ଧାନେକାଲିଆ କୁକୁଡ଼ା ନେଲିଆ କେଶ ଏ ଦଣ୍ଡା ବଣଇ ଦେଶ ।୩।ଅଶରି ଭିତରେ ପୋଖରୀ ପାନି ସୁରୁଜ ଭିତରେ ରାନିଡବଲି ଭିତରେ ପାନି ସେ ପାନି ଖାଇ ପଚାଇଲେ ଭଲ ।୪।ଆମତକାରୁ ବେଲା ପଣ୍ଡର ଗୋଡ଼ା, ଆମ ବଦ୍ଧ ପାଶେ ବେଡ଼ାତମେ ଯାଇ ରହ ଆମଡ଼ା ମାରାଆମି ଆସିବି ପରେ ଗେଡ଼ା, ଭୂଣ ମାତି କନ୍ଦା କୋଡ଼ାଯିବାକୁ କାବୁଲ କାରା ଆମ ଯିବା ବେଳେ କାଲି ।୫।ନଦୀ ଧଡ଼ି ଧଡ଼ି ବୁଣିଲି ଜାଡ଼ା, ଜାଡ଼ା ବିଚିବିଚି ଘିନିଲି ପାଡ଼ାପାଡ଼ାକୁ ଫାନ୍ଦିଲି ବାଉଁଶ ଗାଡ଼ା, ଆଶା ଗୀତକୁ ତିନିଚେଗତ ଗାଡ଼ାତୋର ହାତଗୋଡ଼ ଭାଙ୍ଗିଗଲା ତୋର ହାତଗୋଡ଼ ସକଲି କୁଟିବି ଚୂନାକେ ଦାଣ୍ଡେ ଲିକିବି ବାନା ବାନା ଦେଖି ଦେଖି ମୁଚୁକି ମାରା ।୬।ଆମ ବାଡ଼ି ଆଡ଼େ ରାଜରଜିଆ ଫୁଟାଇଲା ବାଣ୍ଡିକିଆଆମ ଚିପା ଦୁଟି ଚେନେକେ ଦିଆ ତମେ ରହ ସେ ଲାଗେ ଠିଆ ମାରିଦେବୁ ଠିଆ ଠିଆ ।୭।ଧାନ ନିଳା ନିଳା କାପନି ନିଳା ଧାନ ବୁଳ ଗଲା ନାଶଧାନ ବୁଳ ତଲେ କେପୁନ ବାସ ମକନ୍ଦେ ମୂରଲି ଆସ ।୮।ସଡ଼କ ସଡ଼କ କିରିଙ୍ଗି ସଡ଼କ ନିନିର ଯିବାରେ ତାହାର ବିକଲଶେଯ ପଲଙ୍କରି ବସ ତୋର ଶେଯ ପଲଙ୍କରୀ ଏଠାରେ ବସ ।୯।ଗିରିଲି ଗାଁର ଗିରିଲି ଝାଟି ଆମ ଉଦପୁର ରଙ୍ଗ ମାଟିଆମ କୋର ବୋଲା ଝୁମୁକା କାଠି ଚିଳାଉଛି ରାତି ରାତି ।୧୦।ଗଣ୍ଡମାନଙ୍କର ଗୀତ
(୧)
ସିଲା ରିଲା ରିରିଲା ରିଲା । ପଦ ।ତୋଇ ମାଇ ମୋର ଯାଓ୍ୟା । ଦାଦା ।କୋଭନୁ ରାଜ୍ୟ ଯାଓ୍ୟା ଝଲକା ରାୟେ । ଦାଦା ।୧।ଓଡ଼ିଆ ରାଜ୍ୟ ଯାଓ୍ୟା କାଇ ବୋଲି ବୋଲିଆ ସମୁଜେ ନାଇ ରାଜାଝଲକା ରାୟେ ସାୟ ଓଡ଼ିଆ ରାଜ୍ୟ ଯାଓ୍ୟା ।୨।ବୋଲି ସମୁଜି ନାଇ ରାଜା ଝଲକା ରାୟେ ଦାଦା ।ଓଡ଼ିଆ ବୋଲି କୋଡ଼ିବା କୋଡ଼ି ରାଜା ଝଲକା ରାୟେ ।୩।ତୁଇ ସଇ ପାଲାଅ ଭାଇ ଝଲକ ରାୟେ ।୪।
(୨)
ପଇସା ପତର ଟୋଡ଼ ଟୋଡ଼ । ତୋର ହାତେ ପକାନା ପୋଡ଼ ।ଥରି ଥରି ଗଲେ ବତର ବୁଡ଼େ । ଭଜିଲି ସୁକୁଲି ତାରା ।୧।ତୋର ମନସ ସହି ସତିଆ । ତୁଇ ନିବୁଲୁ ପାରା ।୨।କେକଡ଼ା ଓଗାରେ ଗୀତ । ଗୀତ ଜୁଡ଼ିଆକେ ମାରୁତେ ମାରୁଗାଁ ବୋଲି କରି ମାଡ଼ୁ ।୩।ବାଟେ ପଡ଼ିଗଲା ତୋଡ଼ା । ଉଲୁଟି, ପୁଲୁଟି ପାଣି ଖାଇଲା-ନିଙ୍ଗାମାନର ଘୋଡ଼ା ।୪।
(୩)
ଲେଜା ଲେଜାରେ କୁମ କରଣା ହୁରା ମତି ଲାଗାଓ୍ୟାନେଜା ନେଜରେ କଟାଇ ଦାଣ୍ଡା ଦୟାନାହିଁ ଛାଡ଼ଲେଜା ଲେଜାରେ ମୋଚ ଦାଦା ପଟା ଘେନି ଦିଆପିଲା ପାଇଁ ଦିଏ ପସ୍ୟା ପସାଲୁ ଦିଏ ବୋହୁ ପାନ ଗୁଆ ଖାଇବି ।
(୪)
ହାମ ଯାଆରେ ଧନେ ବନି, ଧାନେ ବନିରେ ସାଲି କାଲି ମେଥିତୋରେ ଗୁଜୁରି ଧୋତି, ହାମ ଯାଆରେ ହିରିଆ ବନିହାମ ଯାଆରେ ତେତର ଧୂନା ରାମ ବେଡ଼ା ତୋତେ ଦୁଡ଼ୁକା ଧରୁତୋତେ ଭାଲୁ ଚାପୁ ମୋତେ ଭାଟ ବୋଲ ମୋତେ ବୋବା ବୋଲ
(୫)
ରେରେ ଲୟରେ ରେଲା ରେଲା, ମାତା ମାର ଦରବାର ବୋବାମାର୍କା ମୋର ଦରବାର ବୋବା, ବାତା ଦରବାର ମୋତିତାମାର୍କାୟେ ଆକି ଚୁଡ଼ାଅ ବାବା ଚୁଡ଼ାର ମୁଲକି ଓହେ ନିକାସରେ ଦାଦାହିଳିଆ ଗାର ଦୋକାନି ଦାଦା, ନାନାକରନ ଦାଦା ନାନାକରନ ବିତତ ଦାତାମଦା ଦୋକାନ ଦାକାର ଦାଦା, ଘାସି ଦୋକାନ ଦାକାର ଦାଦାହିଣ ଆଜି ପୟର ଦାଦା, ପାରନ୍ତି ।ମୋଲାଓ୍ୟା ମୁଣ୍ଡେ ରୁପିଆ ମୋଲି, ନାନାକରନ ମିଲବିତୁକୁ, ଦାଦା
(୬)
ମିଲରୟ ରିଲା ରିଲା ରିଲାରିଲାଗିଲରୟ ରିଲା ରିଲା ରିଲା ।ଗୋଟେ ଗୋଟେ ସୁନ, ଦୁଇଗୋଟି ସୁନ ଭାଇ ଦୁଇନା ଗୋଟି ସବୁସୁନିବି ବୋଲି ସାଙ୍ଗିବି ଭାର ନଇଲେ ନାଇ ସାଙ୍ଗିବିଉପରେ ପାରା ବିଭା, କାଲି ପାରା ମଙ୍ଗନି ଭାଇ କାଲି ପାରା ମଙ୍ଗନିନିମାଙ୍ଗିନୀ ଘରେ ଯାଉ ବିଭାଘରେ ଯାଉ ଭାଇ ମାଙ୍ଗନି ଘରେ ଯାଉଦାଦା ଯାଉନା ଯିବାର ବୋଲ ଯାଉଁ ଯିବାର ବୋଲ ଦାଦା ଯାଉ ଯିବାର ବୋଲ ସେକେସନ କରି ଆସିବି ଦାଦା ଦୁଣ୍ଡା ବାଣ୍ଡାଲୋକ ଦାଦା ଦୁଣ୍ଡା ବାଂଡ଼ା ଲୋକଭାଇତାତକନା ବିଚାର ନକର ଥିଲୁନା ମୁଁଡ଼ି ଝାମ୍ପି ଝାମ୍ପିନା ଖୋଲି ଦେଖସୋସର ହାତରେ ଲୋଡ଼ନା ଲୋଡ଼ିକ ଗୋଲି ମାରୁ ବିବାହ ନା ଘରେ ନାଗୁ ।ଗଦବା ପରଜା ଲୋକମାନଙ୍କର ବିବାହ ସମୟର ଗୀତହେ ହେ ହେ ହେ୧- ଡନେନ ତାନନ ଉଇଆ ନାଇଁବେଗଡ଼ି ପିଟେ ଉଇଲଙ୍ଗବେବେଲାଫିଟେଗୁ ଉଇଲଙ୍ଗବେଗୁରୁ ମୁନ ନୁ ବଲେ ।ଅର୍ଥ- କନ୍ୟା ଆଣିବା- ସ୍ତ୍ରୀ ପୁରୁଷମାନେ କନ୍ୟାକୁ ବୁଝାଇ କହିବେ, ଚାଲ ବେଗେ ବେଗେ ଯାଉଁ ବିଳମ୍ବ ହେଉଛି, ବେଳ ସମାନ ହେବନାହିଁ ।୨- ରାମ୍ବିପେଡ଼ି ବାସୁଡ଼ି, ଶୁଆ ସଡ଼େଇଶି ଶିଡ଼ିକେତେ ଦେଲା ଡେଲଙ୍ଗବେ କେତେ ଗଡ଼ି ଡେଲଙ୍ଗବେଡନେନ ତନାନ ଉଇଆ ନାଇଁବେସୁସୁଙ୍ଗୁସି ଗୁଇଜବେ ତିତିସ ଗୁଇଜବେ ।
ଅର୍ଥ- ବଣି ଚଢ଼େଇର ସ୍ୱର, ଶୁକ ଚଢ଼େଇର ରବ, ଏତେ ବିଳମ୍ବ କାହିଁକି, ଏତେ ଅଳସ କାହିଁକି ଚାଲ ବେଗେ ଯାଉଁ ଗୋଡ଼ ବ୍ୟଥା କଲା ହାତ ବ୍ୟଥା କଲାଣି ।
୩- ତନେନ ତାନାନ ଉଇଆ ନାଇବେକୁଡ଼ୁଗୁଇଜବେ ଶୋଷ ଲାଗେ ଗୁଇଜବେତୁରଜୁଲବନ୍ଦୁବ ଗଡ଼ିୟାଲି ବନ୍ଦୁବଉଇଆନାଇବେ ତିତିମାଜୁଡ଼େମ ନାଇବେଗୋଡ଼ମାଜେଇଡ଼େମ ନାଇବେମା ଲକ୍ଷୀ ଫୁଲଇ ଡାକରା ନାଇଡେମବେ, ଆକରା ନାଇଁ ଡେସବେ ।ଅର୍ଥ- ଭୋକ ଲାଗିଲା ଶୋଷ ଲାଗିଲା । ପୋଖରୀକୁ ଯାଇଁ ହାତଗୋଡ଼ ଧୋଇ ଯାଉଁ ତୁ ଆସିଲେ ଭାତ ପେଜ ଖାଇବାକୁ ହେବ ।୪- ସୁଲାଇ କୁସ ଗୁନା, ଡନତିରସ ନଭାଇଆ ନାଇବେଡନକୁଙ୍ଗାଉଇଆନାଇବେ,ବାତୁରୀ ପଦାଉଇଆ ନାଇବେସୁଲୁନ୍ଦି ପଦା ଉଇଆ ନାଇବେ ।ଅର୍ଥ- କୋଡ଼ିକୁ ଧରି ଜମିକୁ ଯିବା, କଟୁରୀ ଧରି ଜମିକୁ ଯିବା, ପାଳୁଅ ପଦାକୁ ଯିବା, ସିଦ୍ଧି ପଦାକୁ ଯିବା ।ଗଦବା ଜାତିମାନେ ନିଜର ବାପ ମା’ର ପ୍ରେତାତ୍ମାକୁ ଗାଈ ଗୋରୁ ମାରି ପୂଜା ଦେବା ସମୟର ଗୀତତିନି ପୁଟୀ ଧୂଲୀବନ କେତକ ବାତୁଙ୍ଗଡୁଲଙ୍ଗନମୁବେ ଚାରି ପୁଟୀ କାଚରାକେତେ ଡୁଡ଼ି ଗୁନମ ଡୁଲଙ୍ଗନମୁବେ ବାତିରି ପଦା ବନାୟାବେ ।ସିଲିଦି ପଦା ବନାୟାବେ ।
ତାରା-ସୂର୍ଯ୍ୟଗଙ୍ଗାଧର ମେହେର