ଅଳପ ଅଳପ ପଡ଼ି ଖରା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭
- ସ୍ଥିତି
- ସାର୍ବଜନୀନ (Public domain)
ଅପରୂପ ଶୋଭାବତୀ ଧରା,ବସିଣ ବାଡ଼ି ଭିତରେ ନାରୀଏ ହୃଶ୍ଟଚିତ୍ତରେସେବୁଥିଲେ ପ୍ରାଚୀପୃଷ୍ଠା ହୋଇ ରବିକର,ଅଳପ−ଉତ୍ତାପ ଯୋଗୁଁ ତନୁ ଥରଥର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ