ଅଜ୍ଞାତ ରଚୟିତା । ପିଢ଼ି ପରେ ପିଢ଼ି ଲୋକମୁଖରେ ବଞ୍ଚିଥିବା ଗୀତ ଓ କଥା ।
ଲୋକସାହିତ୍ୟର ରଚୟିତା ଜଣାନାହାନ୍ତି । ଏହି ରଚନାଗୁଡ଼ିକ ଗାଆଁ ଗାଆଁରେ ମୁହଁରୁ ମୁହଁକୁ ଯାଇ ସାଇତା ହୋଇ ରହିଛି ।