ସବୁଜ ଯୁଗର ପ୍ରମୁଖ ଲେଖକ । ଗ୍ରାମ୍ୟ ଜୀବନର ସରଳ ମଣିଷଙ୍କ କଥା ଲେଖିଥିଲେ ।
କାଳିନ୍ଦୀଚରଣ ପାଣିଗ୍ରାହୀ ସବୁଜ ସାହିତ୍ୟ ସମିତିର ସଦସ୍ୟ ଥିଲେ । ତାଙ୍କ ଉପନ୍ୟାସରେ ପରିବାର, ଜମି ଓ ମାନବିକ ସମ୍ପର୍କର ଗଭୀର ଚିତ୍ର ମିଳେ ।